ଓମିକ୍ରନ୍ ଟିକା ଅନୁମୋଦନ କରିବାରେ ପ୍ରଥମ ରାଷ୍ଟ୍ର ହେଲା ବ୍ରିଟେନ

ନୂଆଦିଲ୍ଲୀ: କରୋନା ଭାରିଆଣ୍ଟ ଓମିକ୍ରନ ପାଇଁ ଆସିଲା ଟିକା। ପ୍ରଥମ ଦେଶ ଭାବେ ଓମିକ୍ରନ ଟିକାକୁ ଅନୁମତି ଦେଲା ବ୍ରିଟେନ। ବ୍ରିଟେନର ମେଡିସିନ୍ ରେଗୁଲେଟର (ଏମଏଚଆରଏ) ମୋଡର୍ନା ଦ୍ୱାରା ପ୍ରସ୍ତୁତ ‘ଦ୍ୱିପାକ୍ଷିକ’ ଟିକାକୁ ବୁଷ୍ଟର ଭାବରେ ବ୍ୟବହାର କରିବାକୁ ବୟସ୍କମାନଙ୍କ ପାଇଁ ମଞ୍ଜରୀ ଦିଆଯାଇଛି। ଟିକାର କ୍ଲିନିକାଲ ପରୀକ୍ଷଣ କରାଯାଇଥିବା ବେଳେ ଜଣାପଡ଼ିଥିଲା ଯେ, ଏହି ଟିକା ଉଭୟ ଓମିକ୍ରନ ଭାରିଆଣ୍ଟ ଏବଂ ‌କରୋନାର ମୂଳ ଭାରିଆଣ୍ଟ ସହ ଲଢ଼ିବାକୁ … Continue reading ଓମିକ୍ରନ୍ ଟିକା ଅନୁମୋଦନ କରିବାରେ ପ୍ରଥମ ରାଷ୍ଟ୍ର ହେଲା ବ୍ରିଟେନ